www.samajalive.in
Tuesday, December 9, 2025
17.1 C
Bhubaneswar

ରାତି ୧୦ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ରୁଷ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ୧୫ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ
# ଖର୍ଚ୍ଚ କମ କରିବାକୁ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଭିଆରଏସ ଦେଇପାରେ ବିଏସଏନଏଲ
# ଗୋଷ୍ଠୀ କେନ୍ଦ୍ର ଓ ଆହାର କେନ୍ଦ୍ରରେ ଏସଏଚଜି ମହିଳାଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
# ଚୀନ ନିଜର ବିବାଦପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରିବା ପରେ ଉପରକୁ ଉଠିଲା ହଂଗକଂଗ ଶେୟାର ବଜାର
# ପାକିସ୍ତାନକୁ ଶକ୍ତ ଧକ୍କା, କାଶ୍ମୀରରେ ନରସଂହାର ହେଉଥିବାର ପ୍ରମାଣ ନାହିଁ ବୋଲି ଆନ୍ତର୍ଜାତିକ କୋର୍ଟରେ କହିଲେ ପାକ ଓକିଲ

ଆଞ୍ଚଳିକ
# ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ ଅସଦାଚରଣ ଅଭିଯୋଗରେ ନାବାଳିକାଙ୍କ ମାଆର ମାଡ଼ରେ ଯୁବକ ଗୁରୁତର
# ଆଲୋଚନା ବିଫଳ – ୧୫ ଜଣିଆ ପ୍ରତିନିଧି ଦଳର ଦାବିକୁ ଅଗ୍ରାହ୍ୟ କଲେ ଜିଲ୍ଲାପାଳ, ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ
# ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିବାର କୌଣସି ସାମ୍ବିଧାନିକ କିମ୍ବା ମୌଳିକ ଅଧିକାର ସରକାରଙ୍କର ନାହିଁ – କହିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର
# କନେଷ୍ଟେବଳଙ୍କୁ ଦାୟିତ୍ୱ – ଡ୍ୟୁଟିରେ ଥିଲେ କାଟିପାରିବେ ଜୋରିମାନା ଚାଲାଣ
# ଋଣଭାର କାରଣରୁ ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ଖଇରମାଳ ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ
# ସ୍ୱଚ୍ଛ ଭାରତ ମିସନରେ ‘ସ୍ୱଚ୍ଛ ସାଥୀ’ ଭାବେ ମହିଳା କାର୍ଯ୍ୟ କରିବେ କହିଲେ ମନ୍ତ୍ରୀ ପ୍ରତାପ ଜେନା
# ଏଣିକି ଜଳ ସାଥୀ ଭାବେ ପାଣି ବିଲ୍‌ ଆଦାୟ କରିବେ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା
# ମହିଳାମାନଙ୍କୁ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ଓ ସେପ୍ଟେଜ୍‌ ପ୍ଲାଣ୍ଟରେ ନିଯୁକ୍ତି ଦେବେ ରାଜ୍ୟ ସରକାର
# ଗୋଷ୍ଠୀ କେନ୍ଦ୍ର ଓ ଆହାର କେନ୍ଦ୍ରରେ ଏସଏଚଜି ମହିଳାଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
# ରାଜ୍ୟର ୧୧୪ଟି ପୌରାଞ୍ଚଳରେ ୩୦ ହଜାର ଏସଏଚଜି ଗଠନ କରାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା
# ବ୍ରହ୍ମପୁରରୁ ଏକ ପିଆଜ ବୋଝେଇ ଟ୍ରକରୁ ହଜାର କେଜିର ଗଞ୍ଜେଇ ଜବତ – ଗଞ୍ଜାମରୁ ବ୍ରହ୍ମପୁରକୁ ହେଉଥିଲା ଚୋରାଚାଲାଣ
# ବିଜୁ ଜନତା ଦଳର ମିଡ଼ିଆ ଲିଷ୍ଟ ପୁନର୍ଗଠିତ – ସମୀର ପାତ୍ର ବିଜେଡି ଦଳର ଗଣମାଧ୍ୟମ ସଂଯୋଜକ
# କର୍ତ୍ତବ୍ୟରେ ଥାଇ ମଦ୍ୟପାନ – ଦୁଇ ଟ୍ରାଫିକ କନେଷ୍ଟେବଳଙ୍କୁ ନିଲମ୍ବନ କଲେ ଡିସିପି ଅନୁପ ସାହୁ
# ଦୁଇ ଦିନ ଧରି ବାଦବିବାଦ ଲାଗି ରହିବା ପରେ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି
# ଜଗତସିଂହପୁର ଜିଲ୍ଳା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ମଧ୍ୟାହ୍ନ ଭୋଜନ ଅନିୟମିତତା ଅଭିଯୋଗ ଆଣିଥିବା ଅଭିଭାବକଙ୍କ ପିଲାକୁ ସ୍କୁଲରୁ ବାହାର କରିଦିଆଯାଇଥିବା ଅଭିଯୋଗ
# ନୟାଗଡ଼ ରଣପୁର ଥାନା ଗୋଡ଼ିପଡ଼ା ରଙ୍କଦେଉଳି ଗାଁରେ ବିଦ୍ୟୁତ୍ ତାର ଲାଗି ଦୁଇ ଜଣଙ୍କ ମୃତ୍ୟୁ
# ବଲାଙ୍ଗିର ଲୋଇସିଂହା ଅଞ୍ଚଳରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲେ ସ୍ୱାମୀ ସ୍ତ୍ରୀ
# କଣ୍ଟାବାଞ୍ଜି ମୁରିବାହାଲ ଥାନା ଗୁରୁଣ୍ଡା ଗାଁରେ ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ଭାଇର ମୃତ୍ୟୁ
# ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସ କେନ୍ଦ୍ର ସରକାରଙ୍କ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ସଦସ୍ୟ ନିଯୁକ୍ତ, ୩ ବର୍ଷ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ ସିଦ୍ଧାନ୍ତ
# ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ବିମଳ ପ୍ରସାଦ ଦାସ
# ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି – ପାଇକବାହଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ପାଣି ପ୍ରବାହିତ

- Advertisement -

ଜାତୀୟ
# ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ – ୧୭ ମୃତ, ୫୦ରୁ ଅଧିକ ଆହତ
# ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ ଅଟେ ଏବଂ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ସେନାକୁ ସଫଳତା – କାଶ୍ମୀରରେ ଅନୁପ୍ରବେଶ କରିଥିବା ଲଶ୍କର-ଏ- ତୋଏବାର ଦୁଇ ଆତଙ୍କବାଦୀ ଗିରଫ
# ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେଇଥିବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁ ଗୃହବନ୍ଦୀ
# ଜମ୍ମୁ କଶ୍ମୀର ବାସୀ ନିଜ ଅଞ୍ଚଳର ଖବର ଜାଣିବା ପାଇଁ ଏବେ ଅଧିକ ରେଡିଓ କିଣୁଛନ୍ତି
# ଆଜି ଭୋର ୩ଟା ୪୨ ମିନିଟ୍‌ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ସ୍ଥାନାନ୍ତରଣ କରାଯାଇଛି – ଏଥିପାଇଁ ଲାଗିଥିଲା ୯ ସେକେଣ୍ଡ
# ରୁଷରେ ବାଜପେୟୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ – ୨୦୦୧ ପ୍ରଥମ ଶିଖର ସମ୍ମିଳନୀକୁ ସ୍ମରଣ କରି ଫଟୋ ଟ୍ଵିଟ୍ କଲେ ମୋଦୀ
# ଖର୍ଚ୍ଚ କମ କରିବାକୁ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଭିଆରଏସ ଦେଇପାରେ ବିଏସଏନଏଲ
# ଭାରତୀୟ ବ୍ୟାଡମିଂଟନ ଖେଳାଳୀ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
# ନୂଆ ଆତଙ୍କବାଦୀ ନିରୋଧକ ଆଇନ ଅନୁଯାୟୀ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର ଏବଂ ଲସ୍କର-ଏ-ତୋଏବା ପ୍ରତିଷ୍ଠାତା ହାଫିଜ ସୟିଦ ଆତଙ୍କବାଦୀ ଘୋଷିତ
# ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରେ ପୂର୍ଣ୍ଣଚ୍ଛେଦ – ମୂଖ୍ୟମନ୍ତ୍ରୀ କମଲନାଥ ହିଁ ସଭାପତି ପଦ ବଜାୟ ରଖିବେ
# କରତାରପୁର ତୃତୀୟ ବୈଠକ ବିଫଳ – ଶ୍ରଦ୍ଧାଳୁମାନଙ୍କ ଠାରୁ ପାକିସ୍ତାନ ସର୍ଭିସ୍‌ ଫିସ୍‌ ନେବା ଦାବିକୁ ଅଗ୍ରାହ୍ୟ କଲା ଭାରତ
# କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ସହଯୋଗୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭିଡ଼ିଓ ଭାଇରାଲ – କାରଣ ଅସ୍ପଷ୍ଟ
# ରାଜସ୍ଥାନ ମନ୍ତ୍ରୀ ବେତନ ଅଧିନିୟମ ୨୦୧୭କୁ ଅବୈଧ ଘୋଷଣା କଲେ ହାଇକୋର୍ଟ – ଏଣିକି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ମିଳିବନି ଆଜୀବନ ସରକାରୀ ସୁବିଧା ସୁଯୋଗ

ଅନ୍ତର୍ଜାତୀୟ
# ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବାସିତ ନିନ୍ଦିତ – ଜଣେ ପର୍ଣ୍ଣଷ୍ଟାର୍‌ର ଫଟୋ ଟ୍ୱିଟ୍‌ କରି କଶ୍ମୀର ପେଲେଟ୍‌ ଗନ୍‌ର ଶୀକାର ବୋଲି ସେ ପୋଷ୍ଟ କରିଥିଲେ
# ଚୀନ ନିଜର ବିବାଦପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରିବା ପରେ ଉପରକୁ ଉଠିଲା ହଂଗକଂଗ ଶେୟାର ବଜାର
# ପାକିସ୍ତାନକୁ ଶକ୍ତ ଧକ୍କା, କାଶ୍ମୀରରେ ନରସଂହାର ହେଉଥିବାର ପ୍ରମାଣ ନାହିଁ ବୋଲି ଆନ୍ତର୍ଜାତିକ କୋର୍ଟରେ କହିଲେ ପାକ ଓକିଲ
# ଭାରତ ସହ ବାଣିଜ୍ୟିକ ସଂପର୍କ ଛିନ୍ନ କରିଥିବା ପାକିସ୍ତାନ ଭାରତରୁ ଜୀବନ ରକ୍ଷକ ଔଷଧ ଆମଦାନୀକୁ ମଞ୍ଜୁରୀ ଦେଇଛି
# ପାକିସ୍ତାନର ମାଷ୍ଟର୍‌ ଅଫ୍‌ ସର୍ଜରୀ ଓ ଡକ୍ଟର୍‌ ଅଫ୍‌ ମେଡ଼ିସିନ୍‌ ଡିଗ୍ରୀଧାରୀ ଡାକ୍ତରମାନଙ୍କୁ ଅଯୋଗ୍ୟ ଘୋଷଣା କରି ବହିଷ୍କାର କଲା ସାଉଦୀ ଆରବ ସରକାର
# ରୁଷ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ୧୫ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଋଷ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ “ଅର୍ଡର ଅଫ ଷ୍ଟେଟ ଏଣ୍ଡ୍ର୍ୟୁ ଦ ଅପୋଷ୍ଟଲ” ଦେବା ନେଇ କଲେ ଘୋଷଣା
# ଆଫଗାନିସ୍ତାନରେ ଆସନ୍ତା ୨୮ରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଥିବା ଅମରୁଲ୍ଲାହ ସଲେହ କହିଛନ୍ତି – ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ସହିତ ପାକିସ୍ତାନର ସମ୍ପର୍କ ରହିଛି

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories