ବଡ ଖବର
# ଆମେରିକାରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ, ୪୦ ହଜାର ଟପିଲା ପଞ୍ଜୀକରଣ
# ଆସନ୍ତାକାଲି ଭାରତ ପାଳିବ ୭୩ତମ ସ୍ୱାଧୀନତା ଦିବସ
# ଆଜି ଅଳ୍ପ ସମୟ ପାଇଁ ସାଙ୍କେତିକ ଭାବେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍
# ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
# ବଢୁଛି ପାକିସ୍ତାନ ସମସ୍ୟା, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ଲୋକଙ୍କ ଦାବି – ଆମେ ଭାରତରେ ମିଶିବୁ
ଆଞ୍ଚଳିକ
# ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା, ୯ ମୃତ
# ରାଜ୍ୟର ୭ଟି ଜିଲ୍ଲାର ୧୯ଟି ବ୍ଲକ ଅନ୍ତର୍ଗତ ୧୩୪ଟି ଗାଁ ବନ୍ୟାରେ ପ୍ରଭାବିତ
# ବନ୍ୟାରେ ରାଜ୍ୟର କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର ଓ ବଲାଙ୍ଗିର ଜିଲ୍ଲା ଅଧିକ ପ୍ରଭାବିତ
# ଆଜି ଅଳ୍ପ ସମୟ ପାଇଁ ସାଙ୍କେତିକ ଭାବେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍
# ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
# ତିନି-ତିନି ଥର ଚକମା ଦେଇ ଫେରାର ଥିବା ବଣି ଓରଫ ତପନ ରାଉତକୁ ଧରିଲା ପୁଲିସ
# ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ସ୍ଥାନରେ ପରିବର୍ତ୍ତନ, ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆ
# ଆସନ୍ତାକାଲି ସକାଳ ୬ଟାରୁ ୧୦ଟା ଭିତରେ ମୁଣ୍ଡୁଳିଠାରେ ପ୍ରବାହିତ ହେବ ୧୧.୫ ଲକ୍ଷ କ୍ୟୁସେକ୍ ବନ୍ୟାଜଳ
# ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର
# ହାଇକୋର୍ଟ ନିର୍ଦ୍ଦେଶ ଉଲଂଘନ – ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
# ଭୁବନେଶ୍ବର ଖାରବେଳ ଭବନ ହେବ ଦ୍ବିତୀୟ ଲୋକସେବା ଭବନ, ସ୍ଥାନାନ୍ତର ହେବ ୧୧ଟି ବିଭାଗ
# ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦୃଷ୍ଟିରୁ ଜଳସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନଙ୍କ ଛୁଟି ବାତିଲ
# ତଦନ୍ତରେ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଆଇପିଏସ୍ ଅଫିସର କୋରାପୁଟ ଏସ୍ପି କନ୍ଓ୍ବର ବିଶାଲ ସିଂ ଓ କ୍ରାଇମ୍ବ୍ରାଞ୍ଚ ଏସ୍ପି ମାଡକର ସନ୍ଦୀପ ସମ୍ପତଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
# ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ଜାମିନ ଖାରଜ କଲେ ହାଇକୋର୍ଟ
ଜାତୀୟ
# ଆସନ୍ତାକାଲି ଭାରତ ପାଳିବ ୭୩ତମ ସ୍ୱାଧୀନତା ଦିବସ
# ଜମ୍ମୁ କଶ୍ମୀରରେ ଅଗଷ୍ଟ ୧୫ ପରେ କଟକଟାକୁ ସାମାନ୍ୟ ହାଲୁକା କରି ଦିଆଯିବ କହିଲେ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ
# କୁକୁରଙ୍କ ଦୌରାତ୍ମ୍ୟ – ଅବତରଣ କରିପାରିଲାନି ଏୟାର ଇଣ୍ଡିଆ ବିମାନ
# ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ – ଯେତେବେଳେ କୌଣସି ମାମଲାରେ ରାଜନୈତିକ ହସ୍ତକ୍ଷେପ ନ ପହଞ୍ଚୁଛି, ସେତେବେଳେ ସିବିଆଇ ଭଲ କାମ କରୁଛି
# ଆମେରିକାରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ, ୪୦ ହଜାର ଟପିଲା ପଞ୍ଜୀକରଣ
# ସ୍ୱାଧୀନତା ଦିବସ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ସଂସଦ ଭବନ – ସଂସଦର ସ୍ଥାୟୀ ଆଲୋକ ବ୍ୟବସ୍ଥାର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ବୁଧବାର ରାତି ୨:୨୧ରେ ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ରଯାନ-୨ ସିଧାସଳଖ ଚନ୍ଦ୍ରକୁ ଯିବା ରାସ୍ତାରେ ପ୍ରବେଶ କଲା
# ଦେଶର ୮ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର, ଯୁଦ୍ଧକାଳୀନଭିତ୍ତିରେ ଚାଲିଛି ରିଲିଫ ଓ ଉଦ୍ଧାର କାର୍ଯ୍ୟ – ବନ୍ୟା ଜନିତ ମୃତ୍ୟୁ ୯୧, ୪୦ ନିଖୋଜ
# କେନ୍ଦ୍ର ତୁରନ୍ତ ୩ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ଦାବି କରିଛନ୍ତି ବନ୍ୟା ପ୍ରପୀଡ଼ିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ
# ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ଲାଲକିଲ୍ଲା, ସୁରକ୍ଷା ବନ୍ଦୋବସ୍ତ କଡାକଡି
ଆନ୍ତର୍ଜାତିକ
# ପାକିସ୍ତାନ ପ୍ରତିକ୍ରିୟାଶୀଳ – ଗୁଜରାତର କଚ୍ଛରେ ପାକିସ୍ତାନ ସହ ଲାଗି ରହିଥିବା ଭାରତର ତଟୀୟ ସୀମାକୁ ନେଇ ଆଲର୍ଟ ଜାରି
# ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି, ଚୀନ ସରକାର ହଙ୍ଗକଙ୍ଗ ସୀମାରେ ନିଜର ସେନାକୁ ମୁତୟନ କରୁଛି
# ବଢୁଛି ପାକିସ୍ତାନ ସମସ୍ୟା, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ଲୋକଙ୍କ ଦାବି – ଆମେ ଭାରତରେ ମିଶିବୁ



