() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ ପ୍ରବଳ ଉତ୍କଣ୍ଠା..ଟକ୍କର ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶିବାଦ ନେଲେ ଟିମ୍ ଇଣ୍ଡିଆ କୋଚ୍ ଏବଂ କ୍ୟାପଟେନ୍…
() ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ….୨୯ଟି କାର୍ଯ୍ୟ ଦିବସରୁ ଚାଲିଲା ମାତ୍ର ୧୧ ଦିନ…
() ରାଜ୍ୟ ବିଜେପି ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା… ଅଭିଳାଷ ପଣ୍ଡା ହେଲେ ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଏବଂ ଐୗଶ୍ଵର୍ଯ୍ୟା ବିଶ୍ଵାଳ ମହିଳା ମୋର୍ଚ୍ଚା ସଭାପତି….
() ମାଲକାନଗିରିରେ ବଢିଲା ଇଣ୍ଟରନେଟ୍ କଟକଣା…ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ….
() ଇଣ୍ଡିଗୋ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ….ଶୀତକାଳୀନ ସୂଚୀରେ ୫% ବିମାନ ଭଡ଼ା ହ୍ରାସ କରିବାକୁ ଡିଜିସିଏର ନିର୍ଦ୍ଦେଶ….



