ଆପତ୍ତିଜନକ ଅବସ୍ଥାରେ.. ସ୍ୱାମୀଙ୍କୁ ହତ୍ୟା କଲେ ୟୁଟ୍ୟୁବର ମହିଳା

ନୂଆଦିଲ୍ଲୀ : ପରକୀୟା ପ୍ରିତିରୁ କିଛି ଦିନରେ ଅନେକ ହତ୍ୟାକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ହରିୟାଣାରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି, ଯାହା ହଇଚଇ ସୃଷ୍ଟି କରିଛି। ଜଣେ ୟୁଟ୍ୟୁବର ମହିଳା ନିଜ ପ୍ରେମୀଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ପୁଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ସୁରେଶ ନାମକ ବ୍ୟକ୍ତିଙ୍କ ସହ ମିଶି ରବିନା (୩୨)ନାମକ ମହିଳା ନିଜ ସ୍ୱାମୀ ପ୍ରବୀଣ (୩୫)ଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପୁଲିସ ଉଭୟଙ୍କୁ ପଚରାଉଚରା … Continue reading ଆପତ୍ତିଜନକ ଅବସ୍ଥାରେ.. ସ୍ୱାମୀଙ୍କୁ ହତ୍ୟା କଲେ ୟୁଟ୍ୟୁବର ମହିଳା