ନବବିବାହିତା ଭଉଣୀ ହାତରୁ ଚା’ ପିଇଲା ; ତା’ପରେ ଗୁଳି ଚଲାଇ ହତ୍ୟା କଲା ନାବାଳକ ଭାଇ , ଆଶ୍ଚର୍ଯ୍ୟ କରିବ କାରଣ..

ନୂଆଦିଲ୍ଲୀ : ଯେଉଁ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥିଲା, ସେହି ହାତରେ ଭାଇ ତା’ର ଜୀବନ ନେଇଛି। ଅଭିଯୁକ୍ତ ଭାଇ ଭଉଣୀର ଶାଶୁଘରକୁ ଯାଇ ବନ୍ଧୁକରେ ଗୁଳି ଚାଳନା କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗୁଳି ବାଜିବା ପରେ ନବ ବିବାହିତା ଭଉଣୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଯୁବତୀଙ୍କ ଶାଶୁ ଓ ନଣନ୍ଦ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ଭଉଣୀର ହତ୍ୟା ମାମଲାରେ ଅଭିଯୁକ୍ତ … Continue reading ନବବିବାହିତା ଭଉଣୀ ହାତରୁ ଚା’ ପିଇଲା ; ତା’ପରେ ଗୁଳି ଚଲାଇ ହତ୍ୟା କଲା ନାବାଳକ ଭାଇ , ଆଶ୍ଚର୍ଯ୍ୟ କରିବ କାରଣ..