ନାୟବ ସିଂହ ସୈନୀ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନାୟବ ସିଂହ ସୈନୀ । ବିଜେପି ବିଧାୟକ ଦଳ ବୈଠକରେ ନାୟବ ସିଂହଙ୍କ ନାମ ଘୋଷଣା କରାଯାଇଛି । ବିଧାୟକ ଦଳ ବୈଠକ ପରେ ନାୟବ ସୈନୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନାୟବ ସିଂହ ସୈନୀ ଆଜି ସନ୍ଧ୍ୟା ୫ଟାରେ ଶପଥ ଗ୍ରହଣ କରିବେ। ସୂଚନା ଅନୁସାରେ ମଙ୍ଗଳବାର … Continue reading ନାୟବ ସିଂହ ସୈନୀ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ