କୂଅରୁ ଜଙ୍ଗଲୀ ବାରହା ଉଦ୍ଧାର

ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅଧିନସ୍ଥ ଧଳପୁର ଗ୍ରାମର ଅଖିଳ ଲୌରିଆଙ୍କ କୂଅରୁ ବୁଧବାର ବନବିଭାଗ ଏକ ଜଙ୍ଗଲୀ ବାରହା ଉଦ୍ଧାର କରିଛି। ଗତକାଲି ରାତିରେ ଏକ ଜଙ୍ଗଲୀ ବାରହା ଅଖିଳଙ୍କ ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ଆଜି ସକାଳେ ଘଟଣା ଜଣାପଡିବା ପରେ ପୁରୁଣାକଟକ ବନାଞ୍ଚଳର ସ୍କ୍ୱାର୍ଡ ଟିମ ପହଁଚି ବାରହାକୁ ଜୀବନ୍ତ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାର ପରେ ବାରହାକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ … Continue reading କୂଅରୁ ଜଙ୍ଗଲୀ ବାରହା ଉଦ୍ଧାର