ଜ୍ଞାନବାପି ମାମଲା, ଉଭୟ ପକ୍ଷ ସହମତ – ସାର୍ବଜନୀନ ହୋଇପାରେ ସର୍ଭେ ରିପୋର୍ଟ

ଡେସ୍କ: ବାରଣାସୀର ଜ୍ଞାନବାପି ମସଜିଦର ପ୍ରତ୍ନତତ୍ୱ ବିଭାଗ ସର୍ଭେ ରିପୋର୍ଟ ଗୁରୁବାର ଅର୍ଥାତ୍ ଜାନୁଆରୀ ୨୫ରେ ସାର୍ବଜନୀନ ହେବାର ସମ୍ଭାବନା ରହିଛି। ସୂଚନାନୁସାରେ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ନେଇ ହିନ୍ଦୁ ଏବଂ ମୁସଲମାନ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି। ବାରାଣାସୀ ଜିଲ୍ଲା କୋର୍ଟ ଏହି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ରାୟ ଦେବାର ମଧ୍ୟ ସମ୍ଭାବନା ରହିଛି। ଗୁରୁବାର ରିପୋର୍ଟର ନକଲ ପାଇଁ ହିନ୍ଦୁ ପକ୍ଷ ଆବେଦନ କରିବେ। ଏହି ମାମଲାରେ ପ୍ରତ୍ନତତ୍ୱ ବିଭାଗ … Continue reading ଜ୍ଞାନବାପି ମାମଲା, ଉଭୟ ପକ୍ଷ ସହମତ – ସାର୍ବଜନୀନ ହୋଇପାରେ ସର୍ଭେ ରିପୋର୍ଟ