ଗୁରୁଙ୍କ ରାଶି ପରିବର୍ତ୍ତନ ; ଏହି ୩ ରାଶିଙ୍କର ଧନହାନୀ ସହ ହୋଇପାରେ ଅନେକ ସମସ୍ୟା..

ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ ବୋଲି ମାନ୍ୟତା ରହିଛି। ଜ୍ୟୋତିଷଙ୍କ ମତାନୁଯାୟୀ, ଦେବଗୁରୁଙ୍କ କୃପାରୁ ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁଙ୍କୁ ବୁଦ୍ଧି, ବିବେକ, ଯଶ, ସମ୍ମାନ, ଧନ ଓ ସନ୍ତାନର ପ୍ରତୀକ ବୋଲି କୁହାଯାଏ। ଗୁରୁଙ୍କ ଚଳନ କାରଣରୁ ଏହି ରାଶିଙ୍କୁ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଗୁରୁଙ୍କ ସ୍ଥାନ ପ୍ରାପ୍ତି ହୋଇଛି। ଗୁରୁଙ୍କ ଗଣତି ଶୁଭ ଗ୍ରହରେ ହୋଇଥାଏ। ଜ୍ୟୋତିଷ ଅନୁସାରେ … Continue reading ଗୁରୁଙ୍କ ରାଶି ପରିବର୍ତ୍ତନ ; ଏହି ୩ ରାଶିଙ୍କର ଧନହାନୀ ସହ ହୋଇପାରେ ଅନେକ ସମସ୍ୟା..