ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି, ବଢିଲା ସୁରକ୍ଷା

ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ମୁମ୍ବଇସ୍ଥିତ ବାସଭବନ ବାହାରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଛି। ରବିବାର ସକାଳ ୫ଟା ସମୟରେ ମୋଟରସାଇକେଲରେ ଆସି ଜଣେ ଅଜଣା ବ୍ୟକ୍ତି ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ବାହାରେ ଅନେକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୁମ୍ବଇ ପୁଲିସ ଘଟଣାର ତଦନ୍ତ ଚଳାଇଛି ଏବଂ ଗୁଳି ଚଳାଇଥିବା ବ୍ୟକ୍ତିକୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି। ତେବେ କାହିଁକି ଏହି ଗୁଳି ଚାଳନା କରାଯାଇଛି ପୁଲିସ … Continue reading ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି, ବଢିଲା ସୁରକ୍ଷା