କ୍ବାଲିଫାୟର-୨ ଖେଳିବା ଲକ୍ଷ୍ୟ​ରେ ଗିଲ୍‌-ହାର୍ଦିକ, ଗୁଜରାଟ-ମୁମ୍ବଇ ଏଲିମିନେଟର ଆଜି

ମୁଲାନପୁର(ପଞ୍ଜାବ): ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୫ର ଏଲିମିନେଟର ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁଲାନପୁରରେ ଖେଳାଯିବ। ବିଜୟୀ ଦଳ କ୍ବାଲିଫାୟର-୨ ଖେଳିବାକୁ ଯୋଗ୍ୟତା ହାସଲ କରିବାବେଳେ ପରାଜିତ ଦଳ ବିଦାୟ ନେବ। ଦୁଇ ପୂର୍ବତନ ବିଜେତା ଦଳଙ୍କ ପାଇଁ ଉକ୍ତ ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି। ବ୍ୟାଟିଂକୁ ନେଇ ଦୁଇ ଦଳ ଶକ୍ତିଶାଳୀ ରହିଥିବାର ମ୍ୟାଚରେ ବଡ ସ୍କୋର ହେବା ନେଇ ଆଶା କରାଯାଉଛି। ମୁମ୍ବଇ ଇଣ୍ଡିଆନ୍‌ସ ଓ … Continue reading କ୍ବାଲିଫାୟର-୨ ଖେଳିବା ଲକ୍ଷ୍ୟ​ରେ ଗିଲ୍‌-ହାର୍ଦିକ, ଗୁଜରାଟ-ମୁମ୍ବଇ ଏଲିମିନେଟର ଆଜି