ତାଗିଦ କଲେ ସରକାର, ରାମ ମନ୍ଦିର କାର୍ଯ୍ୟକ୍ରମ ନେଇ ଭୁଲ ସୂଚନା ଦିଅନାହିଁ

ଡେସ୍କ: କେନ୍ଦ୍ର ସରକାର ଗଣମାଧ୍ୟମ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମକୁ ରାମ ମନ୍ଦିର କାର୍ଯ୍ୟକ୍ରମ ସହ ଜଡିତ ମିଥ୍ୟା ଓ ମନଗଢା ବିଷୟବସ୍ତୁ ପ୍ରକାଶ ନକରିବାକୁ କହିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ ପରାମର୍ଶଦାତା କହିଛନ୍ତି ଯେ ଗତ କିଛିଦିନ ହେବ ଯାଞ୍ଚ ହୋଇନଥିବା, ଉତ୍ତେଜକ ତଥା ମିଥ୍ୟା ଖବର ପ୍ରସାରିତ ହେଉଛି, ବିଶେଷ କରି ସୋସିଆଲ ମିଡିଆରେ ଏହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ତଥା ଶୃଙ୍ଖଳାରେ ବିଘ୍ନ ସୃଷ୍ଟି କରିବାର ସମ୍ଭାବନା ରହିଛି। କେବୁଲ ଟେଲିଭିଜନ … Continue reading ତାଗିଦ କଲେ ସରକାର, ରାମ ମନ୍ଦିର କାର୍ଯ୍ୟକ୍ରମ ନେଇ ଭୁଲ ସୂଚନା ଦିଅନାହିଁ