ହଟିଲା ଫାଇଭ୍‌-ଟି ଚାର୍ଟର ଓ ‘ମୋ ସରକାର’

ଭୁବନେଶ୍ୱର : ହଟିଲା ଫାଇଭ୍‌-ଟି ଚାର୍ଟର । କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍‌-ଟି ଚାର୍ଟର । ଫାଇଭ୍‌-ଟି ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କ, ଖ ଏବଂ ଗ ବର୍ଗର ସରକାରୀଙ୍କ ସିସିଆରରୁ ହଟିଲା । ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟାଯାଇଛି । ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁନଶ୍ଚ ପ୍ରଚଳନ ପାଇଁ ବିଜ୍ଞପ୍ତି … Continue reading ହଟିଲା ଫାଇଭ୍‌-ଟି ଚାର୍ଟର ଓ ‘ମୋ ସରକାର’