ବଜେଟରେ ଅର୍ଥ ବ୍ୟବସ୍ଥାକୁ ଉତ୍ତମ ପରିଚାଳନା ପ୍ରଦାନ କରିଛନ୍ତି ସରକାର – ସୀତାରମଣ

ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର କେବଳ ସ୍ଥିର ହୋଇଥିବା ଆର୍ଥିକ ଏକୀକରଣର ପଥ ଅନୁସରଣ କରୁନାହାଁନ୍ତି ବରଂ ଏହାକୁ ଆହୁରି ସୁଦୃଢ଼ କରୁଛନ୍ତି। ଆଜି ନୂଆଦିଲ୍ଲୀରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହା ଏକ ସାଧାରଣ କଥା ଯାହା ପ୍ରତ୍ୟେକ ରେଟିଂ ଏଜେନ୍ସି ଦ୍ୱାରା ଗ୍ରହଣ କରାଯିବା ଉଚିତ। ବଢ଼ିଲା ମାହାଙ୍ଗା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା ଶାସନ, ଅଭିବୃଦ୍ଧି ଏବଂ କାର୍ଯ୍ୟଦକ୍ଷତା ଉପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜେଟରେ ସରକାର ଅର୍ଥ ବ୍ୟବସ୍ଥାକୁ … Continue reading ବଜେଟରେ ଅର୍ଥ ବ୍ୟବସ୍ଥାକୁ ଉତ୍ତମ ପରିଚାଳନା ପ୍ରଦାନ କରିଛନ୍ତି ସରକାର – ସୀତାରମଣ