ବଡ ଝଟକା ; ଏହି ସମୟରେ ଓଲା, ଉବର ବୁକ୍ କଲେ ଦେବାକୁ ପଡିବ ୨ ଗୁଣା ଭଡା
ନୂଆଦିଲ୍ଲୀ : ଲୋକେ ଗମନାଗମନକୁ ସୁବିଧା କରିବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ସହଜରେ ପହଞ୍ଚିବା ପାଇଁ ବର୍ତ୍ତମାନ ଅଧିକାଂଶ ଲୋକେ ଓଲା, ଉବର, ରାପିଡୋ ଆଦି ବ୍ୟବହାର କରିଥାନ୍ତି । ମାତ୍ର ଏବେ ଯାତ୍ରୀଙ୍କ ପାଇଁ ବଡ ଝଟକା । ଗହଳି ସମୟରେ ଓଲା, ଉବର, ରାପିଡୋ ସାଧାରଣ ଭଡା ଠାରୁ ଦୁଇଗୁଣା ଅଧିକ ଭଡା ଆଦାୟ କରି ପାରିବେ । ଏନେଇ ବୁଧବାର ସରକାର ଏଥିରେ ଥିବା କିଛି ନିୟମାବଳୀରେ ପରିବର୍ତ୍ତନ … Continue reading ବଡ ଝଟକା ; ଏହି ସମୟରେ ଓଲା, ଉବର ବୁକ୍ କଲେ ଦେବାକୁ ପଡିବ ୨ ଗୁଣା ଭଡା
Copy and paste this URL into your WordPress site to embed
Copy and paste this code into your site to embed