ଚୋର ଧରିବ ଗୁଗଲ ମ୍ୟାପ୍

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଚୋରୀ , ରାହାଜାନୀ ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ଯାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଛି । ଯାହାକୁ ଦୃଷ୍ଟି ରଖି କମିଶନରେଟ୍ ପୁଲିସ ଏକ ଅଭିନବ ଉପାୟ ଅବଲମ୍ବନ କରିବାକୁ ଯୋଜନା କରିଛି। ବର୍ତ୍ତମାନ ଟେକ୍ନୋଲୋଜି ସହୟତାରେ ଚୋର ଧରିବାକୁ ନକ୍ସା ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ଚୋରର ଲୋକେସନକୁ ଟ୍ରାକ କରିବ … Continue reading ଚୋର ଧରିବ ଗୁଗଲ ମ୍ୟାପ୍