ଖସିଲା ସୁନା-ରୂପା ଦାମ୍, ଜାଣନ୍ତୁ କେତେ…

ନୂଆଦିଲ୍ଲୀ : ହ୍ରାସ ପାଇଲା ସୁନା-ରୂପା ଦାମ୍ । ବୁଧବାର ଅର୍ଥାତ୍ ୨୭ ମାର୍ଚ୍ଚରେ ସୁନା-ରୂପା ଦାମ୍ ଖସିଛି । ଯଦି ଆପଣ ସୁନା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଜାଣିନିଅନ୍ତୁ ସୁନା-ରୂପା ଦାମ୍ କେତେ ଟଙ୍କା ଖସିଛି… ଆଜି ଦେଶରେ ୨୭ ମାର୍ଚ୍ଚରେ ୨୪ କ୍ୟାରେଟ୍ ସୁନା ଦାମ୍ ୩୦୦ ଟଙ୍କା ଅର୍ଥାତ୍ ୦.୪୫ ପ୍ରତିଶତ ହ୍ରାସ ପାଇ ୬୬,୪୨୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଯାଇଛି … Continue reading ଖସିଲା ସୁନା-ରୂପା ଦାମ୍, ଜାଣନ୍ତୁ କେତେ…