www.samajalive.in
Sunday, December 7, 2025
23.1 C
Bhubaneswar

୧୦,୭୭୪ ଟଙ୍କା ଶସ୍ତା ହେଲାଣି ସୁନା

ନୂଆଦିଲ୍ଲୀ: ଗତ ୨୧ଦିନରେ ସୁନାର ମୂଲ୍ୟ ୧୦,୭୭୪ଟଙ୍କା ହ୍ରାସ ପାଇଛି । ଏବେ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୧,୨୨,୮୩୦ ଥିବା ବେଳେ ୨୨କ୍ୟାରେଟ ସୁନାର ମୂଲ୍ୟ ୧,୧୨, ୬୧୦ ରହିଛି । ସୁନା ଦର ଅକ୍ଟୋବରରେ ସର୍ବକାଳୀନ ସ୍ତରରେ ପହଞ୍ଚି ରେକର୍ଡ ସୃଷ୍ଟି କରିଥିଲା ।

ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ ଅନୁଯାୟୀ ନଭେମ୍ବର ୭ତାରିଖରେ ସୁନାର ମୂଲ୍ୟ ୫୭୦ଟଙ୍କା ହ୍ରାସ ପାଇଥିଲା । ଆଜି ଭୁବନେଶ୍ୱରରେ ୨୪କ୍ୟାରେଟ ସୁନାର ମୂଲ୍ୟ ୧,୨୨,୦୧୦ଟଙ୍କା ରହିଥିବା ବେଳେ ୨୨କ୍ୟାରେଟ ସୁନାର ମୂଲ୍ୟ ୧,୧୧,୮୪୦ଟଙ୍କା ରହିଛି ।

- Advertisement -

ସେପଟେ ରୂପା ମୂଲ୍ୟ ୩୩ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ୧,୪୮,୦୧୦ ହୋଇଛି । ଅକ୍ଟୋବର ୧୪ତାରିଖରେ ଏହା ସର୍ବକାଳୀନ ସର୍ବୋଚ୍ଚ ୧,୭୮,୧୦୦ରେ ପହଞ୍ଚିଥିଲା । ଏହାର ଅର୍ଥ ହେଉଛି ଗତ ୨୪ଦିନରେ ରୂପା ମୂଲ୍ୟ ୨୯,୮୨୫ ହ୍ରାସ ପାଇଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories