ସବୁ ରେକର୍ଡ ଭାଙ୍ଗିବ ; ବଢି ଚାଲିଛି ସୁନା ଦର, ଆଜିର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : ନିୟମିତ ବଢୁଛି ସୁନା ଦର । ସେପ୍ଟେମ୍ବର ୩ ଅର୍ଥାତ୍‌ ବୁଧବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୬,୯୭୦ ଟଙ୍କା ରହିଛି । ଗତକାଲି ୧,୦୬,୦୯୦ ଟଙ୍କା ଥିଲା । ଏଥିରେ ୮୮୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୦୫୦ ଟଙ୍କା ରହିଛି । ଗତକାଲି ୯୭,୨୫୦ ଟଙ୍କା ଥିଲା । ଏଥିରେ ୮୦୦ ଟଙ୍କା … Continue reading ସବୁ ରେକର୍ଡ ଭାଙ୍ଗିବ ; ବଢି ଚାଲିଛି ସୁନା ଦର, ଆଜିର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ