ପୁଣି କମିଲା ସୁନା; ଲକ୍ଷେ ତଳକୁ ଖସିଲା ଦାମ୍, ଦିନକରେ ଏତିକି..
ଭୁବନେଶ୍ୱର : ଗ୍ରାହକଙ୍କ ଖୁସି ଖବର । କମିଲା ସୁନା ଦାମ୍ । ଜୁଲାଇ ୨୬ ଅର୍ଥାତ୍ ଶନିବାର ପୁଣି କମିଛି ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୯୯,୯୩୦ ଟଙ୍କା ରହିଛି । ଗତକାଲି ୧,୦୦,୪୮୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୯୧,୬୦୦ ଟଙ୍କା ରହିଛି । ଗତକାଲି ୯୨,୧୦୦ ଟଙ୍କା ଥିଲା । … Continue reading ପୁଣି କମିଲା ସୁନା; ଲକ୍ଷେ ତଳକୁ ଖସିଲା ଦାମ୍, ଦିନକରେ ଏତିକି..
Copy and paste this URL into your WordPress site to embed
Copy and paste this code into your site to embed