ଖୁସି ଖବର; କମିଲା ସୁନା, ୨ ହଜାର କମିଗଲା ଦାମ୍‌!

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ୯ ଅର୍ଥାତ୍‌ ବୁଧବାର କମିଛି ସୁନା ଦାମ୍‌ । ୧ ଲକ୍ଷ ଟଙ୍କା ଟପିବା ପରେ ଏଯାଏଁ ସୁନା ଦାମ୍‌ ପ୍ରାୟ ୨ ହଜାର ଟଙ୍କା କମିଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୧୮୦ ଟଙ୍କା ରହିଛି । ଗତକାଲି ୯୮,୮୪୦ ଟଙ୍କା ଥିଲା । ଏଥିରେ ୬୬୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା … Continue reading ଖୁସି ଖବର; କମିଲା ସୁନା, ୨ ହଜାର କମିଗଲା ଦାମ୍‌!