ଖୁସି ଖବର; ଶସ୍ତା ହେଲା ସୁନା, ୨ ହଜାର କମିଲା ଦାମ୍
ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । ଶସ୍ତା ହେଲା ସୁନା ଦର । ୭ ଜୁଲାଇ ଅର୍ଥାତ୍ ସୋମବାର ପୁଣି କମିଛି ସୁନା ଦାମ୍ । ସୁନା ଦର ୧୦ ଗ୍ରାମ୍କୁ ୧ ଲକ୍ଷ ଟଙ୍କା ଅତିକ୍ରମ କରିବା ପରେ ଏଯାଏଁ ପ୍ରାୟ ୨ ହଜାର ଟଙ୍କା ଦାମ୍ କମିଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୨୯୦ ଟଙ୍କା ରହିଛି । ଗତକାଲି ୯୮,୮୩୦ ଟଙ୍କା ଥିଲା । ଏଥିରେ … Continue reading ଖୁସି ଖବର; ଶସ୍ତା ହେଲା ସୁନା, ୨ ହଜାର କମିଲା ଦାମ୍
Copy and paste this URL into your WordPress site to embed
Copy and paste this code into your site to embed