ପୁଣି ବଢିଲା ସୁନା; ଜାଣନ୍ତୁ କେତେ ଅଛି ଦାମ୍‌

ଭୁବନେଶ୍ୱର : ପୁଣି ବଢିଲା ସୁନା ଦାମ୍‌ । ଜୁଲାଇ ୫ ଅର୍ଥାତ୍‌ ଶନିବାର ପୁଣି ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୮୩୦ ଟଙ୍କା ରହିଛି । ଗତକାଲି ୯୮,୭୩୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୦,୬୦୦ ଟଙ୍କା ରହିଛି । ଗତକାଲି ୯୦,୫୦୦ ଟଙ୍କା ଥିଲା । ଏଥିରେ ୧୦୦ … Continue reading ପୁଣି ବଢିଲା ସୁନା; ଜାଣନ୍ତୁ କେତେ ଅଛି ଦାମ୍‌