କମିଥିଲା.. ହେଲେ ପୁଣି ବଢିଲା ସୁନା, ଜାଣନ୍ତୁ କେତେ ବଢିଲା ଦାମ୍‌

ଭୁବନେଶ୍ୱର : କିଛି ଦିନ ହେବ ଲଗାତାର ସୁନା ଦାମ୍‌ ହ୍ରାସ ପାଇଥିବା ବେଳେ ପୁଣି ବଢିଛି ଦାମ୍‌ । ମଙ୍ଗଳବାର ଅର୍ଥାତ୍‌ ୧ ଜୁଲାଇରେ ବଢିଲା ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୪୦୦ ଟଙ୍କା ରହିଛି । ଗତକାଲି ୯୭,୨୬୦ ଟଙ୍କା ଥିଲା । ଏଥିରେ ୧,୧୪୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦,୨୦୦ ଟଙ୍କା ରହିଛି । ଗତକାଲି … Continue reading କମିଥିଲା.. ହେଲେ ପୁଣି ବଢିଲା ସୁନା, ଜାଣନ୍ତୁ କେତେ ବଢିଲା ଦାମ୍‌