ଖୁସି ଖବର ; କମିଲା ସୁନା, ପୁଣି ୨ ହଜାର କମିଲା ଦାମ୍‌!

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦର । ଜୁନ୍‌ ୨୭ ଅର୍ଥାତ୍‌ ଶୁକ୍ରବାର ହ୍ରାସ ପାଇଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୦୨୦ ଟଙ୍କା ରହିଛି । ଗତକାଲି ୯୮,୯୫୦ ଟଙ୍କା ଥିଲା । ଏଥିରେ ୯୩୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୮୯,୮୫୦ ଟଙ୍କା ରହିଛି । ଗତକାଲି ୯୦,୭୦୦ … Continue reading ଖୁସି ଖବର ; କମିଲା ସୁନା, ପୁଣି ୨ ହଜାର କମିଲା ଦାମ୍‌!