www.samajalive.in
Sunday, December 7, 2025
23.1 C
Bhubaneswar

ଆଶ୍ୱସ୍ତି ; କମିଲା ସୁନା, ଜାଣନ୍ତୁ କେତେ

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ଜୁନ୍‌ ୨୩ ଅର୍ଥାତ୍‌ ସୋମବାର ହ୍ରାସ ପାଇଛି ସୁନା ଦର ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୧,୦୦,୬୯୦ ଟଙ୍କା ରହିଛି । ଗତକାଲି ୧,୦୦,୭୫୦ ଟଙ୍କା ଥିଲା । ଏଥିରେ ୬୦ ଟଙ୍କା ହ୍ରାସ ହୋଇଛି ।

- Advertisement -

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୨,୩୦୦ ଟଙ୍କା ରହିଛି । ଗତକାଲି ଏହା ୯୨,୩୫୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ଶସ୍ତା ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୭୫,୫୨୦ ଟଙ୍କା ରହିଛି । ଗତକାଲି ୭୫,୫୬୦ ଟଙ୍କା ଥିଲା । ଏଥିରେ ୪୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୦୦୦ ଟଙ୍କା ଥିଲା ।

ଦୀର୍ଘ ବର୍ଷ ପରେ ମହାଶକ୍ତିଶାଳୀ ଯୋଗ: ଏକାଠି ହେବେ ସୂର୍ଯ୍ୟ-ଶନି, ଏହି ରାଶିଙ୍କୁ କରିବେ ମାଲାମାଲ୍‌, ମିଳିବ ବଡ ସଫଳତା

ଦେଖନ୍ତୁ ଛାତିଥରା ଭିଡିଓ; ନଦୀରେ ନାବାଳକକୁ ଟାଣି ନେଲା କୁମ୍ଭୀର

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories