ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍‌

ଭୁବନେଶ୍ୱର : ପୁଣି ବଢିଲା ସୁନା ଦାମ୍‌ । ଜୁନ୍‌ ୨୧ ଅର୍ଥାତ୍‌ ଶନିବାର ବଢିଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୦,୭୫୦ ଟଙ୍କା ରହିଛି । ଗତକାଲି ୧,୦୦,୪୮୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୩୫୦ ଟଙ୍କା ରହିଛି । ଗତକାଲି ୯୨,୧୦୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ବୃଦ୍ଧି ହୋଇଛି । … Continue reading ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍‌