ଆଶ୍ୱସ୍ତି ଖବର ; କମିଲା ସୁନା , ଜାଣନ୍ତୁ କେତେ..

ଭୁବନେଶ୍ୱର : ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ଜୁନ୍‌ ୧୬ ଅର୍ଥାତ୍‌ ସୋମବାର ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି । ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୧,୦୧,୫୧୦ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୧,୦୧,୬୮୦ ଟଙ୍କା ଥିଲା । ଏଥିରେ ୧୭୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୩,୦୫୦ ଟଙ୍କା ରହିଛି । ଗତକାଲି ଏହା ୯୩,୨୦୦ ଟଙ୍କା … Continue reading ଆଶ୍ୱସ୍ତି ଖବର ; କମିଲା ସୁନା , ଜାଣନ୍ତୁ କେତେ..