ଖୁସି ଖବର; କମିଲା ସୁନା, ୩ ହଜାର ଟଙ୍କା କମିଲା ଦାମ୍!
ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦାମ୍ । ଜୁନ୍ ୭ ଅର୍ଥାତ୍ ଶନିବାର କମିଛି ସୁନା ଦାମ୍ । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୯୭୦ ଟଙ୍କା ରହିଛି । ଗତକାଲି ଏହା ୯୯,୬୦୦ ଟଙ୍କା ଥିଲା । ଏଥିରେ ୧୬୩୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୮୦୦ ଟଙ୍କା ରହିଛି । ଗତକାଲି ଏହା … Continue reading ଖୁସି ଖବର; କମିଲା ସୁନା, ୩ ହଜାର ଟଙ୍କା କମିଲା ଦାମ୍!
Copy and paste this URL into your WordPress site to embed
Copy and paste this code into your site to embed