ବଡ ଝଟକା ; ପୁଣି ବଢିଲା ସୁନା, ଲକ୍ଷେ ମୁହାଁ ଦାମ୍
ଭୁବନେଶ୍ୱର : ପୁଣି ଗ୍ରାହକଙ୍କୁ ବଡ ଝଟକା । ମେ’ ୨୧ ଅର୍ଥାତ୍ ବୁଧବାର ବଢିଛି ସୁନା ଦର । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୪୨୦ ଟଙ୍କା ରହିଛି । ଗତକାଲି ଏaହା ୯୫,୦୨୦ ଟଙ୍କା ଥିଲା । ଏଥିରେ ୨,୪୦୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୩୦୦ ରହିଛି । ଗତକାଲି ଏହା ୮୭,୧୦୦ ଥିଲା । ଏଥିରେ ୨,୨୦୦ ଟଙ୍କା ବୃଦ୍ଧି … Continue reading ବଡ ଝଟକା ; ପୁଣି ବଢିଲା ସୁନା, ଲକ୍ଷେ ମୁହାଁ ଦାମ୍
Copy and paste this URL into your WordPress site to embed
Copy and paste this code into your site to embed