ବଡ ଖବର ; କମିଲା ସୁନା ଦାମ୍‌, ୭ ହଜାର ହେଲା ଶସ୍ତା!

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ବଡ ଖୁସି ଖବର । ମେ’ ୧୫ ଅର୍ଥାତ୍‌ ଗୁରୁବାର ପ୍ରାୟ ସୁନା ଦର ୨ ହଜାର ଟଙ୍କା ହ୍ରାସ ହୋଇଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୩,୯୩୦ ଟଙ୍କା ରହିଛି । ଗତକାଲି ଏହା ୯୬,୦୬୦ ଟଙ୍କା ଥିଲା । ଏଥିରେ ୨,୧୩୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୬,୧୦୦ ଟଙ୍କା ରହିଛି । … Continue reading ବଡ ଖବର ; କମିଲା ସୁନା ଦାମ୍‌, ୭ ହଜାର ହେଲା ଶସ୍ତା!