ଆଶ୍ୱସ୍ତି ; କମିଲା ସୁନା ଦାମ୍‌

ଭୁବନେଶ୍ୱର : ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। ଗତକାଲି ସୁନା ଦର ଲକ୍ଷେ ଟଙ୍କା ଅତିକ୍ରମ କରିଥିବା ବେଳେ ଏପ୍ରିଲ ୨୩ ଅର୍ଥାତ୍‌ ବୁଧବାର ସୁନା ଦର କମିଛି। ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୮,୩୫୦ ଟଙ୍କା ରହିଛି । ଗତକାଲି ଏହା ୧,୦୧,୩୫୦ ଟଙ୍କା ଥିଲା । ଦିନକରେ ୩ ହଜାର ଟଙ୍କା ହ୍ରାସ ହୋଇଛି। ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୦,୧୫୦ ଟଙ୍କା ରହିଛି । ଗତକାଲି ଏହା ୯୨,୯୦୦ … Continue reading ଆଶ୍ୱସ୍ତି ; କମିଲା ସୁନା ଦାମ୍‌