ରେକର୍ଡ ଭାଙ୍ଗିଲା ସୁନା ଦର, ୯୬ ହଜାର୍‌ ପାର୍‌

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଗତ କିଛି ଦିନ ମଧ୍ୟରେ ବଢୁଥିବା ସୁନାଦର ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପ୍ରିଲ ୧୬ ଅର୍ଥାତ୍‌ ବୁଧବାର ସୁନାଦର ଆକାଶ ଛୁଆଁ ହୋଇଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୬,୧୭୦ ଟଙ୍କା ରହିଛି । ଗତକାଲି ଏହା ୯୫,୧୮୦ ଟଙ୍କା ଥିଲା । ଏଥିରେ ୯୯୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ … Continue reading ରେକର୍ଡ ଭାଙ୍ଗିଲା ସୁନା ଦର, ୯୬ ହଜାର୍‌ ପାର୍‌