ସୁନା କିଣିବେ କି? ପୁଣି କମିଲା ଦାମ୍‌, ଜାଣନ୍ତୁ କେତେ

ଭୁବନେଶ୍ୱର : କିଛି ଦିନ ଧରି ବଢୁଥିବା ସୁନା ଦାମ୍‌ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି । ଗତକାଲି ସୁନା ଦର ହ୍ରାସ ପାଇଥିବା ବେଳେ ଶନିବାର ମଧ୍ୟ ସୁନା ଦର କମିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୦,୬୬୦ ଟଙ୍କା ରହିଛି । ଗତକାଲି ଏହା ୯୧,୬୪୦ ଟଙ୍କା ଥିଲା । ଏଥିରେ ୯୮୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ … Continue reading ସୁନା କିଣିବେ କି? ପୁଣି କମିଲା ଦାମ୍‌, ଜାଣନ୍ତୁ କେତେ