ପୁଣି ବଢିଲା ସୁନା ; ଜାଣନ୍ତୁ କେତେ

ଭୁବନେଶ୍ୱର : ପୁଣି ଚିନ୍ତା ବଢାଇଲା ସୁନା । ଜୁନ୍‌ ୧୮ ଅର୍ଥାତ୍‌ ବୁଧବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୦,୯୧୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧,୦୦,୩୭୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୫୦୦ ଟଙ୍କା ରହିଛି । ଗତକାଲି ଏହା ୯୨,୦୦୦ ଥିଲା । ଏଥିରେ ୫୦୦ ଟଙ୍କା … Continue reading ପୁଣି ବଢିଲା ସୁନା ; ଜାଣନ୍ତୁ କେତେ