ଲକ୍ଷେ ଟଙ୍କା ଟପିବ ସୁନା ଦାମ୍‌!

ନୂଆଦିଲ୍ଲୀ : ସାରା ଦୁନିଆରେ ବଜାରରେ ସୁନା ଦାମ୍‌ ଆକାଶ ଛୁଆଁ ହୋଇଛି । ଭାରତରେ ଖୁବ୍‌ ଶୀଘ୍ର ପର୍ବପର୍ବାଣି ସହ ବିବାହ ଋତୁ ଆରମ୍ଭ ହେବ । ଏହା ପୂର୍ବରୁ ହିଁ ସୁନା ଦାମ୍‌ ବଢି ଚାଲିଛି । ଆନ୍ତର୍ଜାତୀୟ ବଜାର ସହ ଘରୋଇ ବଜାରରେ ମଧ୍ୟ ସୁନା ଦାମ୍‌ ରେକର୍ଡ ଭାଙ୍ଗୁଛି । ଗତ ସପ୍ତାହରେ ୨୬ ସେପ୍ଟେମ୍ବରରେ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍‌ ୨୬୮୫.୪୨ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ଘରୋଇ … Continue reading ଲକ୍ଷେ ଟଙ୍କା ଟପିବ ସୁନା ଦାମ୍‌!