ରିଲ୍ସ ପାଇଁ ମନା କଲେ ବୋଲି ଯବାନଙ୍କ ସହ ଏମିତି କଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରିଲ୍ସ କରିବା ଯୁବପୀଢିଙ୍କ ପାଇଁ ଏକ ନିଶା ପାଲଟିଛି। ସୋସିଆଲ ମିଡିଆରେ ପପୁଲାର ହେବା ଏବଂ ପଇସା କମାଇବା ଲାଗି ବେଳେବେଳେ ଲୋକ ଏପରି କାମ କରନ୍ତି। ଯେଉଁଥିଲାଗି ସେମାନଙ୍କୁ ବହୁ ବିପଦର ସାମ୍ନା କରିବାକୁ ପଡେ। ଏମିତି କିଛି ଘଟଣା ଘଟିଛି ଆଗ୍ରାରେ। ସୂଚନା ମୂତାବକ ଶନିବାର ୪ଜଣ ଯୁବତୀ ଆଗ୍ରା ବୁଲିବାକୁ ଯାଇଥିଲେ। ହଠାତ୍ ଯୁବତୀମାନେ ତାଜମହଲ ନିକଟରେ ଥିବା ମସଜିଦକୁ ଯାଇ ଡ୍ୟାନ୍ସ କରି ରିଲ୍ସ ବନାଇବାକୁ ଲାଗିଥିଲେ। … Continue reading ରିଲ୍ସ ପାଇଁ ମନା କଲେ ବୋଲି ଯବାନଙ୍କ ସହ ଏମିତି କଲେ…