ଦେଖନ୍ତୁ ଭିଡିଓ ; ଶ୍ମଶାନରେ ରିଲ୍ସ କଲେ ଯୁବତୀ, ତା’ପରେ..
ନୂଆଦିଲ୍ଲୀ : ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ନିଶାରେ କେତେବେଳେ ଯୁବକ ଯୁବତୀ ଗାଡି ଷ୍ଟଣ୍ଟ କରୁଛନ୍ତି ତ ପୁଣି କେତେବେଳେ ବିପଦପୂର୍ଣ୍ଣ ସ୍ଥାନରେ ଜୀବନ ହାରୁଛନ୍ତି । ରିଲ୍ସ କରିବା ପାଇଁ ଲୋକେ ସ୍ଥାନକାଳ ପାତ୍ର ମଧ୍ୟ ଦେଖୁ ନାହାଁନ୍ତି । ନିକଟରେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଯୁବତୀ ଜଣକ ଶ୍ମଶାନ ଯାଇ ରିଲ୍ସ କରୁଥିବା … Continue reading ଦେଖନ୍ତୁ ଭିଡିଓ ; ଶ୍ମଶାନରେ ରିଲ୍ସ କଲେ ଯୁବତୀ, ତା’ପରେ..
Copy and paste this URL into your WordPress site to embed
Copy and paste this code into your site to embed