www.samajalive.in
Sunday, December 7, 2025
26.1 C
Bhubaneswar

ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହେଲା ସିଟି ସ୍କାନ ଓ ଏମ୍‌ଆର୍‌ଆଇ ଯନ୍ତ୍ର

ଭୁବନେଶ୍ବର: ଭାରତୀୟ ପେଟ୍ରୋଲିୟମ ନିଗମ ଲିଃ ଦ୍ବାରା ପ୍ରଦତ୍ତ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁପାରିଶ ଏବଂ ପୃଷ୍ଠପୋଷକତାରେ ସିଟି ସ୍କାନ ଓ ଏମ୍‌ଆର୍‌ଆଇ ଯନ୍ତ୍ରର ଲୋକାର୍ପଣ ଓ ଉଦ୍‌ଘାଟନ ଉତ୍ସବ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର(ଜିମ୍‌ସାର)ରେ ଅନୁଷ୍ଠିତ ହୋଇଯାଇଛି।

- Advertisement -

କାର୍ଯ୍ୟକ୍ରମରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କଟକ ସାଂସଦ ଭତୃହରି ମହତାବ, ବିପିସିଏଲ୍‌ ମୁଖ୍ୟ ସାଧାରଣ ପରିଚାଳକ ବରିନ୍ଦର ଚଢ଼ା, ଲୋକସେବକ ମଣ୍ଡଳ ସଭାପତି ରାଜକୁମାର, ଜିମସାର ଅଧ୍ୟକ୍ଷ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳ ସମ୍ପାଦକ ଡ.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିମସାର ମୁଖ୍ୟ ଚିକିତ୍ସାଧିକାରୀ ଡା.ପି.ସି.ଦାଶ, ଲୋକସେବକ ମଣ୍ଡଳ ଆଜୀବନ ସଦଦ୍ୟ ଭୀମସେନ ଯାଦବ, ବିପିସିଏଲ ପୂର୍ବାଞ୍ଚଳ ମୁଖ୍ୟ ଦେବାଶିଷ ନାୟକ, ଭବାନୀ ପ୍ରସାଦ ମିଶ୍ର ବକ୍ତବ୍ୟ ରଖିଥିଲେ।

 

 

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories