ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର କାରଣ ମାନବୀୟ ତ୍ରୁଟି
ଡେସ୍କ: ୨୦୨୧ ଡିସେମ୍ବର ୮ ତାରିଖରେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ଵତଙ୍କ ମୃତ୍ୟୁ ଘଟିଥିବା ହେଲିକପ୍ଟର ଦୁର୍ଘଟଣାର କାରଣ ମାନବୀୟ ତ୍ରୁଟି ବୋଲି ସଂସଦୀୟ କମିଟି ରିପୋର୍ଟରେ ଦର୍ଶାଯାଇଛି। ତାମିଲନାଡୁର କୁନୁର ନିକଟରେ ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ କେତେକ ସାମରିକ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ସଂସଦରେ ଉପସ୍ଥାପିତ ଏକ ରିପୋର୍ଟରେ ପ୍ରତିରକ୍ଷା ସଂକ୍ରାନ୍ତ ଷ୍ଟାଣ୍ଡିଂ … Continue reading ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର କାରଣ ମାନବୀୟ ତ୍ରୁଟି
Copy and paste this URL into your WordPress site to embed
Copy and paste this code into your site to embed