ଇସ୍ରାଏଲର ଗାଜା ବିଜୟ ଅଭିଯାନ

ତେଲଆଭିଭ୍‌: ପାଲେଷ୍ଟାଇନର ଗାଜା ସହରକୁ ଦଖଲ କରିବା ଲାଗି ଇସ୍ରାଏଲ ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲର ଗାଜା ବିଜୟ ଅଭିଯାନକୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଅନୁମୋଦନ କରିଛନ୍ତି। ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ଦେଶର ୬୦ହଜାର ସଂରକ୍ଷିତ (ରିଜର୍ଭ) ସୈନିକଙ୍କୁ ଡକାଯାଇଛି। ଇସ୍ରାଏଲ ଓ ହମାସ ଯୁଦ୍ଧର ଅସ୍ତ୍ରବିରତି ନିମନ୍ତେ କଥାବାର୍ତ୍ତା ଚାଲିଥିବାବେଳେ ଇସ୍ରାଏଲ ଏହି ବିଜୟ ଅଭିଯାନ ଆରମ୍ଭ କରିଛି। ବିଜୟ ଅଭିଯାନ ଆରମ୍ଭ କରିବାର କାରଣ ହେଉଛି ଅସ୍ତ୍ରବିରତି ନିମନ୍ତେ ହମାସ … Continue reading ଇସ୍ରାଏଲର ଗାଜା ବିଜୟ ଅଭିଯାନ