ଯେଉଁ ଦଳ ଅଧିନାୟକ.. ଗୌତମ ଗମ୍ଭୀର ରୋହିତଙ୍କ ବିଷୟରେ ଦେଲେ ଏହି ବଡ ବୟାନ..

ନୂଆଦିଲ୍ଲୀ : ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ସହ ହୋଇଥିବା ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ଜିତିବା ପରେ ଭାରତୀୟ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରି ଉଚ୍ଚ ଷ୍ଟ୍ରାଇକ୍‌ ରେଟ୍‌ ଟିମ୍‌କୁ ଉତ୍ତମ ସଙ୍କେତ ଦେଇଥାଏ ବୋଲି କହିଛନ୍ତି । ରୋହିତ ଏକ ବଡ ରେକର୍ଡ ସୃଷ୍ଟି କରିବା ସହ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍‌ରେ ପହଞ୍ଚିଥିବା କ୍ରିକେଟ୍‌ ଇତିହାସରେ ପ୍ରଥମ ଅଧିନାୟକ ହୋଇ ରେକର୍ଡ ବୁକ୍‌ରେ ନିଜ ନାଁ … Continue reading ଯେଉଁ ଦଳ ଅଧିନାୟକ.. ଗୌତମ ଗମ୍ଭୀର ରୋହିତଙ୍କ ବିଷୟରେ ଦେଲେ ଏହି ବଡ ବୟାନ..