ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲା କରିବ ବିଜେପି – ଅମିତ ଶାହା

ଡେସ୍କ: ଆଜି ଦଳୀୟ ନିର୍ବାଚନ ପ୍ରଚାରରେ ଆସି ବିଜେପି ନେତା ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିଲେ ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲାରେ ପରିଣତ କରିବ। ଗଞ୍ଜାମର ସୋରଡ଼ା ଠାରେ ଦଳୀୟ ନିର୍ବାଚନ ସଭାରେ ଯୋଗଦେଇ ଶ୍ରୀ ଶାହା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ତେବେ ପୂର୍ବରୁ ଶ୍ରୀ ମୋଦୀ ଓଡ଼ିଶାରେ କହିଥିବା କଥାକୁ ସେ ଦୋହରାଇଛନ୍ତି। ଆଜିର ସଭାରେ ଶ୍ରୀ ଶାହା ରାଜ୍ୟରେ ୩୧୦୦ ଟଙ୍କାରେ ଧାନ … Continue reading ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲା କରିବ ବିଜେପି – ଅମିତ ଶାହା