ଭଲ ନିଦ ହେଉ ନାହିଁ କି? ନିଶ୍ଚୟ ଖାଆନ୍ତୁ ଏହି ଫଳ..

ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଭଲ ନିଦ ନହେବା ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଭଲ ଓ ସମ୍ପୂର୍ଣ୍ଣ ନିଦ ନହେବା କାରଣରୁ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଶାରୀରିକ ଓ ମାନସିକ ସମସ୍ୟା ଦେଖା ଦେଇଥାଏ। ଜୀବନରେ ବୃଦ୍ଧି ପାଉଥିବା ଚିନ୍ତା ନିଦ ଉପରେ ଅନେକ ପ୍ରଭାବ ପକାଇଥାଏ। ଭଲ ଓ ସମ୍ପୂର୍ଣ୍ଣ ନିଦ ନହେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା, ଉଚ୍ଚ ରକ୍ତଚାପ, ସ୍ମରଣ … Continue reading ଭଲ ନିଦ ହେଉ ନାହିଁ କି? ନିଶ୍ଚୟ ଖାଆନ୍ତୁ ଏହି ଫଳ..