ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଏଲ୍ ରାମଦାସଙ୍କ ୯୦ ବର୍ଷ ବୟସରେ ପରଲୋକ

ଡେସ୍କ: ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସଙ୍କର ଗୁରୁବାର ସିକନ୍ଦରାବାଦରେ ପରଲୋକ ହୋଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ଆଡମିରାଲ ରାମଦାସ ସିକନ୍ଦରାବାଦର ସାମରିକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସକାଳ ୬.୨୫ରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ ଲଳିତା ରାମଦାସ, ତିନି ଝିଅ ଓ ତିନି ନାତିନାତୁଣୀ ଅଛନ୍ତି। ୧୯୩୩ ମସିହା ସେପ୍ଟେମ୍ବର ୫ ତାରିଖରେ ବମ୍ବେର ମାଟୁଙ୍ଗାରେ ଜନ୍ମଗ୍ରହଣ କରିଥିବା ଏଲ୍ ରାମଦାସ ୧୯୪୯ ମସିହାରେ ଡେରାଡୁନର କ୍ଲେମେଣ୍ଟ ଟାଉନରେ … Continue reading ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଏଲ୍ ରାମଦାସଙ୍କ ୯୦ ବର୍ଷ ବୟସରେ ପରଲୋକ