ଦେଖନ୍ତୁ ଭିଡ଼ିଓ; ଭିକ୍ଷାବୃତ୍ତି କରୁଥିବା ଝିଅର ଇଂରାଜୀ ଶୁଣି ତାଜୁବ ହେଲେ ବିଦେଶୀ ନାଗରିକ, ଦେଲେ ବଡ ଅଫର

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଛୋଟ ଝିଅଟି ଭିକ୍ଷାବୃତ୍ତି କରୁଥିବା ବେଳେ ବିଦେଶୀ ନାଗରିକଙ୍କ ସହ ଏଭଳି ଭାବେ ଇଂରାଜୀରେ କଥାବାର୍ତ୍ତା କରିଥିଲେ ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ଝିଅଟି ଗରିବ ପରିବାରରୁ ହୋଇଥିବା ବେଳେ ପରିବାରର ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରିବାକୁ ପଡୁଛି ବୋଲି କହିଛି। ଯେତେବେଳେ ବିଦେଶୀ ନାଗରିକ ଜଣଙ୍କ ଝିଅଟିକୁ ପଚାରିଥିଲେ ଯେ ‘ତୁମେ ବିଦ୍ୟାଳୟ ଯିବା … Continue reading ଦେଖନ୍ତୁ ଭିଡ଼ିଓ; ଭିକ୍ଷାବୃତ୍ତି କରୁଥିବା ଝିଅର ଇଂରାଜୀ ଶୁଣି ତାଜୁବ ହେଲେ ବିଦେଶୀ ନାଗରିକ, ଦେଲେ ବଡ ଅଫର