ଥର୍‌କୁ ଟକ୍କର ଦେବାକୁ ଆସିଲା ଗୁର୍‌ଖା, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଅନେକ ଦିନ ପରେ ଭାରତୀୟ ବଜାରରେ ଫୋର୍ସ ଗୁରଖାର ବଜାର ପ୍ରବେଶ ହୋଇଛି । କିଛି ଦିନ ପୂର୍ବରୁ କମ୍ପାନୀ ଏହି କାରକୁ ପ୍ରଦର୍ଶିତ କରିଥିଲା କିନ୍ତୁ ସେ ସମୟରେ କାରର ଦାମ୍ ସମ୍ପର୍କରେ କମ୍ପାନୀ ସୂଚନା ଦେଇନଥିଲା । କିନ୍ତୁ ଏବେ କମ୍ପାନୀ ଫୋର୍ସ ଗୁରଖାର ୨ଟି ଭେରିଏଣ୍ଟ ଲଞ୍ଚ୍ କରିଛି । କମ୍ପାନୀ ୩-ଡୋର ଏବଂ ୫-ଡୋର୍ ଗୁରଖା ପାଇଁ ଭିନ୍ନ ଭିନ୍ନ ଦାମ୍ ଘୋଷଣା କରିଛି । କହିରଖୁଛୁ ଭାରତୀୟ … Continue reading ଥର୍‌କୁ ଟକ୍କର ଦେବାକୁ ଆସିଲା ଗୁର୍‌ଖା, ଜାଣନ୍ତୁ ଦାମ୍ ଓ ଫିଚର୍ସ