www.samajalive.in
Sunday, December 7, 2025
26.1 C
Bhubaneswar

ଅସାଧ୍ୟ କାର୍ଯ୍ୟ ବି ହେବ ସାଧ୍ୟ ; ଘରୁ ବାହାରିବା ସମୟରେ କରନ୍ତୁ ଏହି ଉପାୟ

ଘରୁ ବାହାରିବା ସମୟରେ ପ୍ରଥମେ ‘ଶ୍ରୀ ଗଶେଶାୟ ନମଃ’ ମୁହଁରେ ଧରନ୍ତୁ ତାପରେ ଘରୁ ବାହାରନ୍ତୁ । କାର୍ଯ୍ୟ ନିଶ୍ଚୟ ସମ୍ପର୍ଣ୍ଣ ହେବ ।

ଘରୁ ବାହାରିବା ସମୟରେ ଗୁଡ ଖାଇ ବା ଅଳ୍ପ ପାଣି ପିଇ ବାହାରନ୍ତୁ । ଏହା ଦ୍ବାରା ନିଶ୍ଚୟ ସଫଳତା ମିଳିବ ।

- Advertisement -

ଏତତ୍ ବ୍ୟତୀତ ଘରର ଏରୁଣ୍ଡି ବନ୍ଦ ବାହାରେ କିଛି କଳା ଲଙ୍କା ବିଛାଡି ପକାଇ ଦିଅନ୍ତୁ ଏବଂ ଏହା ଉପରେ ପାଦ ରଖି ଘରୁ ବାହାରନ୍ତୁ । କିନ୍ତୁ ପଛକୁ ଫେରି ଚାହାଁନ୍ତୁ ନାହିଁ । ଏହି ଉପାୟ କରିବା ଦ୍ବାରା ହେଉ ନଥିବା କାର୍ଯ୍ୟରେ ମଧ୍ୟ ସଫଳତା ପ୍ରାପ୍ତି ହେବ ।

ବିଦ୍ୟାର୍ଥୀମାନେ ପରୀକ୍ଷା ଦେବାକୁ ଯିବା ସମୟରେ ଦହିରେ ତୁଳସୀ ପତ୍ର ପକାଇ ତାହାକୁ ଖାଇକି ଘରୁ ବାହାରନ୍ତୁ ।

ବେପାର ବାଣିଜ୍ୟ ବା ଚାକିରୀ ପାଇଁ ଯାଉଥିଲେ ପକ୍ଷୀଙ୍କୁ ଖାଇବାକୁ ଦେଇ ଯାଆନ୍ତୁ । ଏହା ଦ୍ବାରା ବେପାର ଓ ଚାକିରୀରେ ଲାଭ ମିଳିଥାଏ । ଏହା ଦ୍ବାରା ଖୁସି ଦୁଇ ଗୁଣ ହେବା ସହ ସମୃଦ୍ଧିର ରାସ୍ତା ଖୋଲି ଥାଏ ।

ଏତତ୍ ବ୍ୟତୀତ ଋଣ ବୋଝ ଥିଲେ ଅଟାରେ ଚିନି ମିଶାଇ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ । ଋଣ ବୋଝ ଦୂର ହେବ ।

ମାଛକୁ ଖାଇବାକୁ ଦେବା ଦ୍ବାରା ବ୍ୟକ୍ତିର ସମୃଦ୍ଧି ବୃଦ୍ଧି ହୋଇଥାଏ । ମାନ-ସମ୍ମାନ ପାଇବା ପାଇଁ ପକ୍ଷୀଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories