ବର୍ଷା ଜନିତ ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଡେସ୍କ: ମାଲକାନଗିରି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଉତ୍ପନ୍ନ ହୋଇଥିବା ସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସମୀକ୍ଷା କରିଛନ୍ତି। ପୁରୀ ଠାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ସମ୍ପର୍କରେ ସେ ସମୀକ୍ଷା କରିବା ସହ ଏସଆରସି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଏ ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡିଛି ସୂଚନା ଅନୁଯାୟୀ, ଯେଉଁ ଜାଗାରେ ଜଳ ସ୍ଥର ବଢ଼ିବାର ସମ୍ଭାବନା ଅଛି, ସେ … Continue reading ବର୍ଷା ଜନିତ ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ