ଫ୍ଲିପକାର୍ଟ ସେଲ୍‌ ; ଟିଭି, ଫ୍ରିଜ୍‌, ଫୋନରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି..

ନୂଆଦିଲ୍ଲୀ : ଫ୍ଲିପକାର୍ଟରେ ଏପରି ଏକ ସେଲ୍‌ ର ଆରମ୍ଭ ହୋଇ ସାରିଛି ଯେଉଁଥିରେ ଫୋନରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳି ପାରିବ । ଏହି ସେଲ୍‌ ର ନାମ୍‌ Flipkart Early Birds Sale । ଏହି ସେଲ୍‌ ୧୫ ଜୁଲାଇରୁ ଆରମ୍ଭ ହୋଇ ୧୯ ଜୁଲାଇ ପର୍ଯ୍ୟନ୍ତ ମିଳିବ । ଏହାପରେ ଫ୍ଲିପକାର୍ଟରେ G.O.A.T ସେଲ୍‌ ଆରମ୍ଭ ହୋଇଯିବ । ଏହି ସେଲ୍ ସମୟରେ ୟୁଜର୍ ଅନେକ ଦମଦାର ଡିଲ୍, ଅଫର୍ ଓ … Continue reading ଫ୍ଲିପକାର୍ଟ ସେଲ୍‌ ; ଟିଭି, ଫ୍ରିଜ୍‌, ଫୋନରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି..